ଆକାଶରୁ ନିଆଁ ବର୍ଷା; ଚଳିତ ବର୍ଷ ପ୍ରଥମ ଥର ତାପମାତ୍ରା ଟପିଲା ୪୬, ରାଜଧାନୀରେ ୪୫ ପାର୍
ଭୁବନେଶ୍ୱର :ତାତିରୁ ମିଳୁନି ଆଶ୍ୱସ୍ତି। ପ୍ରବଳ ତାତିରେ ଛଟପଟ ରାଜ୍ୟବାସୀ। ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଥର ତାପମାତ୍ରା ଡେଇଁଲା ୪୬ ଡିଗ୍ରୀ। ବାଲେଶ୍ୱର ତାପମାତ୍ରା ମଙ୍ଗଳବାର ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିବା ବେଳେ ୪୫.୪ ରେକର୍ଡ କରାଯାଇଛି। ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ବାଲେଶ୍ୱର: ୪୬ ଡ଼ିଗ୍ରୀ
ଭୁବନେଶ୍ୱର: ୪୫.୪ ଡ଼ିଗ୍ରୀ
ଝାରସୁଗୁଡା: ୪୪.୨ ଡ଼ିଗ୍ରୀ
ଚାନ୍ଦବାଲି: ୪୩.୬ ଡ଼ିଗ୍ରୀ
ରାଉରକେଲା: ୪୩.୨ ଡ଼ିଗ୍ରୀ
ସମ୍ବଲପୁର: ୪୩.୨ ଡ଼ିଗ୍ରୀ
କେନ୍ଦୁଝର : ୪୩ ଡ଼ିଗ୍ରୀ
ପୁରୀ: ୩୫.୧ ଡ଼ିଗ୍ରୀ
ଗୋପାଳପୁର: ୩୩.୬ ଡ଼ିଗ୍ରୀ
ପାରାଦୀପ: ୩୩.୬ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 30, 2024
#ବାଲେଶ୍ୱର ରେ #୪୬ଡ଼ିଗ୍ରୀ ଛୁଇଁଲା ତାତି
— Meteorological Centre, Bhubaneswar (@mcbbsr) April 30, 2024
#ରାଜଧାନୀ ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡ଼ିଗ୍ରୀ ଅତିକ୍ରମ କଲା ତାତି
ଆଜି ଦିନ ୨ ଟା ୩୦ ସୁଦ୍ଧା #ଭୁବନେଶ୍ୱର ରେ ୪୫.୪ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ
— Meteorological Centre, Bhubaneswar (@mcbbsr) April 30, 2024
Comments are closed.