mission shakti banner

ବିଜେପିରେ ଯୋଗ ଦେଲେ ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟି ସଦସ୍ୟ

BSKY banner  750×100

ଡେସ୍କ: ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟିର ଅନେକ ସଦସ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ତରୁଣ ଚୁଗ୍, ଦଳୀୟ ନେତା ମନଜିନ୍ଦର ସିଂହ ସିରସା ଏବଂ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବଙ୍କ ଉପସ୍ଥିତିରେ ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲା।

୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ପୂରଣ କରିବ କଂଗ୍ରେସ – ମଲ୍ଲିକାର୍ଜୁନ ଖଡ଼ଗେ

ଏହି ଅବସରରେ ଭାଜପା ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ବିଜେପି ହେଉଛି ଏକମାତ୍ର ଦଳ, ଯିଏ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତାକୁ ଆଗକୁ ନେଇପାରିବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଖ ସମ୍ପ୍ରଦାୟର ଉନ୍ନତି ପାଇଁ କାମ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଯେ ଦେଶ ଉପରେ ହେଉଥିବା ସମସ୍ତ ଆକ୍ରମଣର ଉଚିତ ଜବାବ ଦେବା ଏବଂ ବିଜୟ ହାସଲ କରିବାରେ ଶିଖ୍ ସମ୍ପ୍ରଦାୟର ବଡ଼ ଅବଦାନ ରହିଛି।

ବିଜେପିର ୮ ବିଧାନସଭା ପ୍ରାର୍ଥୀ ଘୋଷଣା: ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକଟ

Comments are closed.