ବିଜେପିର ୮ ବିଧାନସଭା ପ୍ରାର୍ଥୀ ଘୋଷଣା: ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକଟ

ଭୁବନେଶ୍ବର: ବିଜେପି ପକ୍ଷରୁ ୮ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଭିନେତାରୁ ରାଜନେତା ବନିଥିବା ଅରିନ୍ଦମ ରାୟଙ୍କୁ ସାଲେପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି। ସେହିପରି ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସୀମାରାଣୀ ନାଏକଙ୍କୁ ହିନ୍ଦୋନ ଆସନରେ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ବିଜେପି ତାଙ୍କୁ ଟିକଟ ଦେଇଛି। Related Posts ଦେଖନ୍ତୁ ଭିଡିଓ : ଏ ହେଉଛି ଦୁନିଆର ସବୁଠାରୁ… May 20, 2024 ଦର୍ପଣ ଲଗାଇବାବେଳେ କରୁଛନ୍ତି … Continue reading ବିଜେପିର ୮ ବିଧାନସଭା ପ୍ରାର୍ଥୀ ଘୋଷଣା: ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକଟ