BJD Bijuli 480×75 Mob

୨୮ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

BJD Bijuli 480×75 Mob

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନଡ୍ଡା। ବ୍ରହ୍ମପୁରରୁ ନବରଙ୍ଗପୁର ଯିବେ,ଏହାପରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ନଡ୍ଡାଙ୍କ ଗସ୍ତ ନେଇ ଶୁକ୍ରବାର ବିଜେପି ନେତା ସମୀର ମହାନ୍ତି ପକ୍ଷରୁ ସୂଚନା ମିଳିଛି।

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ରାଜ୍ୟ, ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ

Comments are closed.