ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ରାଜ୍ୟ, ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତି। ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ଅନେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୦.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର। ସମ୍ବଲପୁର ଓ କେନ୍ଦୁଝର ୪୦, ଚାନ୍ଦବାଲି ୩୯.୬, ଭୁବନେଶ୍ୱର ଓ ହୀରାକୁଦ ୩୯.୨, ବାଲେଶ୍ୱର ୩୯ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୦.୪
ସମ୍ବଲପୁର: ୪୦
କେନ୍ଦୁଝର: ୪୦
ଚାନ୍ଦବାଲି: ୩୯.୬
ଭୁବନେଶ୍ୱର: ୩୯.୨
ହୀରାକୁଦ: ୩୯.୨
ବାଲେଶ୍ୱର: ୩୯
ରାଉରକେଲା: ୩୮.୮
ପୁରୀ: ୩୪.୨
ପାରାଦୀପ: ୩୩.୪
ଗୋପାଳପୁର: ୩୩.୪— Meteorological Centre, Bhubaneswar (@mcbbsr) April 26, 2024
୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..
ଛାତିଥରା ଦୃଶ୍ୟ ; ହଠାତ୍ ମୋବାଇଲ ଦୋକାନ ଭିତରକୁ ପଶି ଆସିଲା ଷଣ୍ଢ, ଆଉ ତା’ରେ, ଦେଖନ୍ତୁ ଭିଡିଓ..
କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..
Comments are closed.