ଛାତିଥରା ଦୃଶ୍ୟ ; ହଠାତ୍ ମୋବାଇଲ ଦୋକାନ ଭିତରକୁ ପଶି ଆସିଲା ଷଣ୍ଢ, ଆଉ ତା’ରେ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଦେଖି ଛାତି ଥରି ଉଠେ। ନିକଟରେ ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଛି, ଷଣ୍ଢ ହଠାତ୍ ଏକ ମୋବାଇଲ ଦୋକାନ ଭିତରକୁ ପଶି ଆସୁଛି। ଏହାଦ୍ୱାରା ଦୋକାନୀଙ୍କ ଖୁବ୍ କ୍ଷତି ମଧ୍ୟ ହୋଇଛି। ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଅନେକ ଉପଭୋକ୍ତାଙ୍କୁ ଆକର୍ଷିତ କରୁଛି। Question: “What is your … Continue reading ଛାତିଥରା ଦୃଶ୍ୟ ; ହଠାତ୍ ମୋବାଇଲ ଦୋକାନ ଭିତରକୁ ପଶି ଆସିଲା ଷଣ୍ଢ, ଆଉ ତା’ରେ, ଦେଖନ୍ତୁ ଭିଡିଓ..