www.samajalive.in
Monday, December 8, 2025
17.1 C
Bhubaneswar

ଗଣପତି ଯୁବକ ସଂଘ ପକ୍ଷରୁ ‘ମା’ ପାଇଁ ଗଛଟିଏ’ ଅଭିଯାନ

ପାଟଣା : ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ଗଣ୍ଡଶିଳା ଗ୍ରାମର ଗଣପତି ଯୁବକ ସଂଘ ପକ୍ଷରୁ କେନ୍ଦୁଝର ନେହେରୁ ଯୁବ କେନ୍ଦ୍ର ସହଯୋଗରେ ଆଜି ମା’ ପାଇଁ ଗଛଟିଏ ଅଭିଯାନରେ ବିଭିନ୍ନ ଚାରା ରୋପଣ କରାଯାଇଛି। ଯୁବକ ସଂଘର ସଭାପତି ସୁବାସ ଚନ୍ଦ୍ର ନାୟକ ,ସମ୍ପାଦକ ଉମେଶ ଚନ୍ଦ୍ର ନାୟକ,ସଦସ୍ୟ ସର୍ବଶ୍ରୀ ଜ୍ୟୋତି କିଶୋର ନାୟକ, ଲୋଚନ କୁମାର ନାୟକ ,ଝାଡେଶ୍ଵର ନାୟକ ଓ ଧନେଶ୍ଵର ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଢେଙ୍କିକୋଟ ବନପାଳ ସନ୍ତୋଷ କୁମାର ବେହେରା ଚାରା ରୋପଣର ଶୁଭାରମ୍ଭ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories