ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଗ୍ରାମରେ ମାମୁଁ ଘରେ ରହି ପାଠ ପଢ଼ୁଥିବା ଯଶିପୁର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଗତକାଲି ଠାରୁ ନିଖୋଜ ହୋଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଚଳିତ ଥର ମାଟ୍ରିକ ପରୀକ୍ଷା ଦେଇଥିଲେ। ଅଭିଯୋଗ ପାଇବା ପରେ ତୁରୁମୁଙ୍ଗା ପୁଲିସ ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Popular Categories



