www.samajalive.in
Saturday, December 6, 2025
17.1 C
Bhubaneswar

ଧନ,ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ: ଶୋଇବା ପୂର୍ବରୁ ରଖନ୍ତୁ ଏହି ୫ଟି ଜିନିଷ..

ପ୍ରତ୍ୟେକଙ୍କ ଘରେ ମସଲା ଓ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଏଭଳି କେତେକ ଜିନିଷ ରହିଛି ଯାହାର ମହତ୍ତ୍ୱ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଜୀବନରେ ଥିବା ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଉପାୟକୁ ଆପଣାଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ। ଏହି ଉପାୟ ଦ୍ୱାରା ଆପଣ ସୁଖସମୃଦ୍ଧି, ଧନ-ସମ୍ପତ୍ତି, ସକରାତ୍ମକ ଶକ୍ତି ପ୍ରାପ୍ତି ହୋଇଥାଏ। ଜୀବନରେ ଅଧିକ ଦିନ ଯାଏଁ ମଧ୍ୟ ଏହାର ପ୍ରଭାବ ରହିଥାଏ। ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଜ ମୁଣ୍ଡ ଉପରେ ୫ଟି ଜିନିଷ ରଖନ୍ତୁ। ଜାଣନ୍ତୁ କ’ଣ ଏହି ୫ଟି ଜିନିଷ..

ବ୍ୟକ୍ତି ନିୟମିତ ରୂପରେ ଶୋଇବା ପୂର୍ବରୁ ନିଜ ମୁଣ୍ଡ ଉପରେ ଗୁଜୁରାତି ରଖନ୍ତୁ। ଏହାଦ୍ୱାରା ଭାଗ୍ୟରେ ଶୁଭପରିବର୍ତ୍ତନ ହୋଇଥାଏ। ଭାଗ୍ୟ ଚମକିଥାଏ।

ଗାଧୁଆ ଘର ପାଇଁ କ’ଣ କହେ ବାସ୍ତୁ ; ଏହି ଗୋଟିଏ ଜିନିଷ ରଖିଲେ ଦୂର ହେବ ବାସ୍ତୁ ଦୋଷ..

- Advertisement -

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ୩ଟି ରସୁଣ ରଖନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଶୋଇବା ପୂର୍ବରୁ ନିଜ ମୁଣ୍ଡ ଉପରେ ତୁଳସୀ ପତ୍ର ରଖି ଶୁଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ଭଗବାନ ବିଷ୍ଣୁଙ୍କୁ ଖୁବ୍ ପ୍ରିୟ।

ଓଃ କି ଗରମ ; ଜଙ୍ଗଲ ମଝିରେ ଖରାରେ ଏମିତି କଲା ବାଘୁଣୀ, ଦେଖନ୍ତୁ ଭିଡିଓ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ଶୋଇବା ପୂର୍ବରୁ ଖଣ୍ଡ ହଳଦୀ ମୁଣ୍ଡ ଉପରେ ରଖି ଶୁଅନ୍ତୁ। ଏହାଦ୍ୱାରା ଚାକିରିରେ ଉନ୍ନତି ହେବା ସହ ଧନସମ୍ପତ୍ତି ବୃଦ୍ଧି ପାଇଥାଏ।

ଶୋଇବା ପୂର୍ବରୁ ପ୍ରତିଦିନ ମୁଣ୍ଡ ଉପରେ ଗୋଟିଏ ଟଙ୍କିକିଆ କଏନ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ କରଜରୁ ମୁକ୍ତି ମିଳିଥାଏ। ଧନର ମଧ୍ୟ ଆଗମନ ହୋଇଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories