www.samajalive.in
Sunday, December 7, 2025
26.1 C
Bhubaneswar

ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ଯୋଗେ ବିଦ୍ୟୁତ ସେବା ପ୍ରଦାନ

ସମ୍ବଲପୁର: ବୁଧବାର ବିଳମ୍ବିତ ରାତ୍ରିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆକସ୍ମିକ ରୂପେ ସ୍ଥାନୀୟ ଗୁଜୁରାତି କଲୋନୀ ଠାରେ ୫୦୦ କେଭିଏର ଟ୍ରାନ୍ସଫର୍ମର ଜଳି ଯାଇଥିଲା। ଏଣୁ ଗୁଜୁରାଟି କଲୋନୀ ଅଞ୍ଚଳରେ ୨୫୦ରୁ ଉର୍ଦ୍ଧ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା। ତେବେ ପ୍ରଖର ଗ୍ରୀଷ୍ମ ତାପ ଓ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତୁରନ୍ତ ଟ୍ରାନ୍ସଫର୍ମର ପରିବର୍ତ୍ତନ କରିବା ସମୟ ସାପେକ୍ଷ ଥିବାରୁ ଟିପିଡବ୍ଲ୍ୟୁଓଡିଏଲ କମ୍ପାନୀର କାର୍ଯ୍ୟାଳୟରେ ଆପତକାଳୀନ ସ୍ଥିତି ପାଇଁ ରଖାଯାଇଥିବା ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ ସରବରାହକୁ ୨ ଘଣ୍ଟା ମଧ୍ୟରେ ଚାଲୁ କରାଯାଇଥିଲା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories