www.samajalive.in
Saturday, December 6, 2025
15.1 C
Bhubaneswar

ନେଦରଲାଣ୍ଡ୍‌ସରେ ବିରାଜିବେ ରାମଲାଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ରାମଲାଲା ବିରାଜମାନ କରୁଛନ୍ତି। ତେବେ ରାମଲାଲାଙ୍କ ଅବିକଳ ପ୍ରତିମୂର୍ତ୍ତି ନେଦରଲାଣ୍ଡ୍‌ସସ୍ଥିତ ଏକ ହନୁମାନ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲିି ଜଣାପଡିଛି। ବାରାଣସୀର କହ୍ନେୟାଲାଲ ଶର୍ମା ନାମକ ମୂର୍ତ୍ତିକାର ଇତିିମଧ୍ୟରେ ରାମଲାଲାଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରତିମାକୁ ପ୍ରଥମେ ଅଯୋଧ୍ୟା ନିଆଯିବ, ସେଠାରେ ପୂଜାର୍ଚ୍ଚନା ପରେ ଏହାକୁ ନେଦରଲାଣ୍ଡ୍‌ସ ନିଆଯିବ ବୋଲି ସୂଚନା ମିଳିଛି।

ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ


ସନାତନ ଧର୍ମର ପ୍ରଚାର ପାଇଁ ଉତ୍ସର୍ଗୀକୃତ ଏଟରବ୍ଲିସ୍ ଫାଉଣ୍ଡେସନ୍ ଏହି ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରାଉଛି। ଏହା ବ୍ୟତୀତ ଫାଉଣ୍ଡେସନ ବିଭିନ୍ନ ୟୁରୋପୀୟ ଦେଶରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories