ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନରେ ବିଭିନ୍ନ ଆସନରୁ ଲଢ଼ୁଥିବା ସ୍ବାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନ କମିସନ ତରଫରୁ ପ୍ରଦାନ କରାଯାଇଥିବା ବିଚିତ୍ର ନିର୍ବାଚନୀ ଚିହ୍ନ ଚର୍ଚ୍ଚାର ବିଷୟ ପାଲଟିଛି। ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଆସନରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ତମାତ ଗୋଗାଙ୍କୁ ଟର୍ଚ୍ଚ ନିର୍ବାଚନ ଚିହ୍ନ ଭାବେ ପ୍ରଦାନ କରାଯାଇଛି। ସେହିପରି ଆସାମର ବୋରଭାଜଆ ଆସନରୁ ଲଢ଼ୁଥିବା ଜ୍ୟୋତିଷ୍କ ରଞ୍ଜନ ସିଂହଙ୍କୁ ଟାୟାର, ଗୋଲାଘାଟ ଆସନରୁ ଲଢ଼ୁଥିବା ତ୍ରିବେଦୀ ଜ୍ୟୋତି ଭୁଇଁଙ୍କୁ ଅଙ୍ଗୁର, … Continue reading ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ