www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତାରେ ଯାଉଥିଲେ ସ୍କୁଟି ଚାଳକ, ହଠାତ୍‌‌ ଆକ୍ରମଣ କଲା ଷଣ୍ଢ.. ଦେଖନ୍ତୁ ଛାତିଥରା ଭିଡିଓ..

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ଦେଖାଯାଉଛି, ରାସ୍ତାରେ ଯାଉଥିବା ଏକ ସ୍କୁଟି ଚାଳକଙ୍କୁ ହଠାତ୍‌‌ ଏକ ଷଣ୍ଢ ଆକ୍ରମଣ କରୁଛି। ଫୁଟେଜ ଅନୁଯାୟୀ, ରାସ୍ତାରେ ଜଣେ ସ୍କୁଟି ଚାଳକ ଯାଉଛନ୍ତି। ଅନ୍ୟ ଜଣେ ମହିଳା ମଧ୍ୟ ଚାଲି କରି ଯାଉଛନ୍ତି। ସେହି ସମୟରେ ରାସ୍ତାରେ ଏକ ଟ୍ରକ ଆସୁଛି। ସ୍କୁଟି ଚାଳକ ଜଣକ ରାସ୍ତାରେ ଯାଉଥିବା ସମୟରେ ହଠାତ୍‌‌ ଷଣ୍ଢଟି ତାଙ୍କୁ ଆକ୍ରମଣ କରୁଛି। ସେହି ସମୟରେ ସେ ରାସ୍ତାରେ ପଡିଯାଉଛନ୍ତି। ସୌଭାଗ୍ୟବଶତଃ ବିପରୀତ ଦିଗରେ ଆସୁଥିବା ଟ୍ରକ ଚାଳକ ତୁରନ୍ତ ବ୍ରେକ୍‌‌ ଲଗାଇବାରୁ ସେ ଅଳ୍ପକେ ବଡ ବିପଦରୁ ବର୍ତ୍ତି ଯାଇଛନ୍ତି।

ଆସୁଛି ପ୍ରବଳ ବର୍ଷା! ଏହି ତାରିଖରୁ ହେବ ଆରମ୍ଭ,ତାତିରୁ ମିଳିବ ମୁକ୍ତି..

- Advertisement -

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories