www.samajalive.in
Sunday, December 7, 2025
18.1 C
Bhubaneswar

ନିର୍ବାଚନକୁ ଅଳ୍ପ ଦିନ, ବଢୁଛି ଶଙ୍ଖୁଆଙ୍କ ଚାହିଦା

ଡେସ୍କ: ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟରେ ଶଙ୍ଖ ବଜାଇବାକୁ ପବିତ୍ର ବୋଲି ଗ୍ରହଣ କରାଯାଇଥାଏ ତେଣୁ ଶଙ୍ଖୁଆ ମାନଙ୍କ ଆବଶ୍ୟକ ପଡିଥାଏ। ଯୁଗ ଯେତେ ବଦଳିଲେ ମଧ୍ୟ ଶଙ୍ଖ ବାଦ୍ୟକୁ ଶୁଭ ସଂକେତ ଭାବେ ପରମ୍ପରାର ପ୍ରତୀକ ରୂପରେ ଲୋକମାନେ ମାନି ଆସିଛନ୍ତି।

ବାସ୍ତୁ: ରୋଷେଇ ଘରେ ଲୁଣ ପାଇଁ ରହିଛି ଏହି ନିୟମ,ବଦଳାଏ ଭାଗ୍ୟ..

- Advertisement -

କିନ୍ତୁ ରାଜ୍ୟର ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ନିର୍ବାଚନ ପାଖେଇ ଆସୁଥିବା ବେଳେ ‘ଶଙ୍ଖ’ ଶାସକ ବିଜୁ ଜନତା ଦଳର ପ୍ରତୀକ ହୋଇଥିବାରୁ ଦଳୀୟ ପ୍ରାର୍ଥୀମାନେ ସାରା ରାଜ୍ୟରେ ଶଙ୍ଖ ବଜାଇ ପ୍ରଚାର ଆରମ୍ଭ କରିଛନ୍ତି।

କଏଦୀ ନମ୍ବର ୬୭୦; ତିହାର ଜେଲରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି

ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀମାନେ ପ୍ରଚାର ସମୟରେ ଦଳୀୟ ଚିହ୍ନ ‘ଶଙ୍ଖ’ ସହ ଭୋଟରଙ୍କୁ ପରିଚିତ କରାଇବା ପାଇଁ ଶଙ୍ଖ ବଜାଇଥାନ୍ତି। ସମସ୍ତ ୧୬୮ଟି ନିର୍ବାଚନ ମଣ୍ଡଳୀ (୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ)ରେ ବିଜେଡି ପ୍ରାର୍ଥୀଙ୍କୁ ପ୍ରଚାର ବେଳେ ଶଙ୍ଖୁଆମାନଙ୍କ ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଥିବା ଜଣାପଡିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories