କଏଦୀ ନମ୍ବର ୬୭୦; ତିହାର ଜେଲରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି

ନୂଆଦିଲ୍ଲୀ: ତିହାର ଜେଲରେ କଏଦୀ ନମ୍ବର ୬୭୦ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜେଲରେ ପ୍ରଥମ ରାତି କାଟିଛନ୍ତି କେଜ୍ରିୱାଲ। ଅବକାରୀ ନୀତି ଦୁର୍ନୀତି ମାମଲାରେ ୧୫ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଅରବିନ୍ଦ କେଜ୍ରିୱାଲ ତିହାରର ୨ ନଂ ଜେଲରେ ରହିଛନ୍ତି। ସେଲରେ କେଜ୍ରିୱାଲ ଏବେ ଏକୁଟିଆ ଅଛନ୍ତି। ଜେଲ ପ୍ରଶାସନର ସୂଚନା ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ ବ୍ୟତୀତ ଏଠାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ବିଶେଷ ବ୍ୟବହାର କରାଯିବ ନାହିଁ। ପଢିବା ପାଇଁ … Continue reading କଏଦୀ ନମ୍ବର ୬୭୦; ତିହାର ଜେଲରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି