ବାସ୍ତୁ: ରୋଷେଇ ଘରେ ଲୁଣ ପାଇଁ ରହିଛି ଏହି ନିୟମ,ବଦଳାଏ ଭାଗ୍ୟ..

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ନିୟମକୁ ଧ୍ୟାନ ଦେବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ। ସେହିପରି ରୋଷେଇ ଘରେ ଲୁଣ ରଖିବାର କିଛି ନିୟମ ମଧ୍ୟ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହାର ଧ୍ୟାନ ଦେବା ଦ୍ୱାରା ଜୀବନରେ ଅନେକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ରୋଷେଇ ଘରେ ଲୁଣ ରଖିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ। ଲୁଣ ରୋଷେଇ ଘରର ଏକ ମୁଖ୍ୟ ଜିନିଷ ମଧ୍ୟରୁ ଗୋଟିଏ। ଲୁଣ … Continue reading ବାସ୍ତୁ: ରୋଷେଇ ଘରେ ଲୁଣ ପାଇଁ ରହିଛି ଏହି ନିୟମ,ବଦଳାଏ ଭାଗ୍ୟ..