BJD Bijuli 480×75 Mob

କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେ.ସୂର୍ଯ୍ୟ ରାଓ

BJD Bijuli 480×75 Mob

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ କେ.ସୂର୍ଯ୍ୟ ରାଓ। ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଛନ୍ତି ସୂର୍ଯ୍ୟ ରାଓ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ୨୦୧୪ରୁ ୨୦୧୯ ଯାଏଁ ପାରଖାଖେମୁଣ୍ଡିରୁ ବିଧାୟକ ହୋଇଥିଲେ ସୂର୍ଯ୍ୟ। ସେଠାରେ ତାଙ୍କର ବେଶ ଲୋକପ୍ରିୟତା ମଧ୍ୟ ରହିଛି। ଆଜି ସେ ବିଜେଡିରେ ସାମିଲ ହେବା ପରେ ପାରଳାଖେମଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭାରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

Comments are closed.