ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି
ଭୁବନେଶ୍ୱର : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଓଲିଉଡ୍ ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଶନିବାର ଅନୁଭବ ମହାନ୍ତି ଇସ୍ତଫାପତ୍ର ପଠାଇଛନ୍ତି। ଅନୁଭବ କେନ୍ଦ୍ରାପଡାରୁ ସାଂସଦ ଥିଲେ।
Comments are closed.