www.samajalive.in
Monday, December 15, 2025
27.1 C
Bhubaneswar

ବଜାରକୁ ଆସିବ ସିଏନ୍‌ଜି ମୋଟର ସାଇକଲ

ସମାଜ: ପ୍ରଥମ ଥର ପାଇଁ ବଜାରକୁ ଆସିବ ସିଏନ୍‌ଜି ମୋଟର ସାଇକଲ। ଜୁନ୍‌ରେ ଏହାର ବଜାର ପ୍ରବେଶ କରାଇବାକୁ ବଜାଜ ଅଟୋ ଜୋରଦାର ଉଦ୍ୟମ ଚଳାଇଛି। ମାଇଲେଜକୁ ପ୍ରାଧାନ୍ୟ ଦେଉଥିବା ଗ୍ରାହକଙ୍କ ନିମନ୍ତେ ଏହି ସିଏନ୍‌ଜି ମୋଟର ସାଇକଲ କରାଯାଇଥିବା ବେଳେ ଏହାକୁ ଏକ ଅଲଗା ବ୍ରାଣ୍ଡରେ ବଜାର ପ୍ରବେଶ କରାଯିବ। ଏହି ମୋଟର ସାଇକଲ ପାଇଁ ଏକ ସ୍ବତନ୍ତ୍ର ଟାଙ୍କି କରାଯାଇଛି, ଯେଉଁଥିରେ ଉଭୟ ପେଟ୍ରୋଲ ଓ ସିଏନ୍‌ଜି ବ୍ୟବହାର ହୋଇପାରିବ। ଏହାର ଉତ୍ପାଦନ ଖର୍ଚ୍ଚ ଅଧିକ ହୋଇଥିବାରୁ ଅନ୍ୟ ମୋଟର ସାଇକଲ ତୁଳନାରେ ଏହାର ବଜାର ମୂଲ୍ୟ ଅଧିକ ରହିବ। ଆସନ୍ତା ୫ ବର୍ଷ ମଧ୍ୟରେ ବଜାଜ ଗ୍ରୁପ୍‌ ପକ୍ଷରୁ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର)ରେ ୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ଦେବା ଅବସରରେ ବଜାଜ ଅଟୋ ନିର୍ଦେଶକ ରାଜୀବ ବଜାଜ ଏହା କହିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories