www.samajalive.in
Tuesday, December 9, 2025
23.1 C
Bhubaneswar

୨୦୨୪ ଜାନୁଆରୀରେ ଦେଶରେ ଖଣିଜ ଉତ୍ପାଦନ ୫.୯% ବୃଦ୍ଧି

ଡେସ୍କ: ୨୦୨୪ ଜାନୁଆରୀ ମାସ ପାଇଁ ଖଣି ଓ ଖନନ କ୍ଷେତ୍ରର ଖଣିଜ ଉତ୍ପାଦନର ସୂଚକାଙ୍କ ୧୪୪.୧ ରହିଛି, ଯାହା କି ୨୦୨୩ ଜାନୁଆରୀ ମାସର ସ୍ତର ଠାରୁ ୫.୯% ଅଧିକ ଅଟେ। ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ତଥ୍ୟ ଅନୁଯାୟୀ, ୨୦୨୩-୨୪ ଏପ୍ରିଲ-ଜାନୁଆରୀ ଅବଧିରେ ସମୁଦାୟ ଅଭିବୃଦ୍ଧି ଗତବର୍ଷ ସମାନ ସମୟ ତୁଳନାରେ ୮.୩ ପ୍ରତିଶତ ରହିଛି।

ଭାରତର ନିରନ୍ତର ମାନବିକ ସହାୟତାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରଶଂସା

- Advertisement -

୨୦୨୪ ଜାନୁଆରୀରେ କୋଇଲା ୯୯୮ ଲକ୍ଷ ଟନ୍, ଲିଗ୍ନାଇଟ୍ ୪୧ ଲକ୍ଷ ଟନ୍, ପ୍ରାକୃତିକ ଗ୍ୟାସ୍ ୩୦୭୩ ନିୟୁତ ଘନ ମିଟର, ପେଟ୍ରୋଲିୟମ (ଅଶୋଧିତ) ୨୫ ଲକ୍ଷ ଟନ୍, ବକ୍ସାଇଟ୍ ୨୪୨୬ ହଜାର ଟନ୍, କ୍ରୋମାଇଟ୍ ୨୫୧ ହଜାର ଟନ୍, ତମ୍ବା ୧୨.୬ ହଜାର ଟନ୍, ସୁନା ୧୩୪ କେଜି, ଲୁହାପଥର ୨୫୨ ଲକ୍ଷ ଟନ୍, ଲିଡ୍ ସାନ୍ସେଣ୍ଟ୍ରେଟ୍ ୩୪ ହଜାର ଟନ୍, ମାଙ୍ଗାନିଜ୍ ଓର ୩୦୪ ହଜାର ଟନ୍, ଜିଙ୍କ୍ ୧୫୨ ହଜାର ଟନ୍, ଚୁନାପଥର ୩୯୪ ଲକ୍ଷ ଟନ୍, ଫସ୍ଫରାଇଟ୍ ୧୦୯ ହଜାର ଟନ୍ ଓ ମ୍ୟାଗ୍ନେସିୟମ୍ ୧୩ ହଜାର ଟନ୍ ଉତ୍ପାଦନ ସ୍ତର ରହିଛି।

ଭାରତ ମଣ୍ଡପମରେ ଷ୍ଟାର୍ଟଅପ୍ ମହାକୁମ୍ଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜାନୁଆରୀ, ୨୦୨୩ରେ ସକାରାତ୍ମକ ଅଭିବୃଦ୍ଧି ଦେଖାଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥଗୁଡ଼ିକ ମଧ୍ୟରେ ରହିଛି: ମ୍ୟାଗ୍ନେସିୟମ (୯୦.୧%), ତମ୍ବା କନ୍ସେଣ୍ଟ୍ରେଟ୍ (୩୪.୨%), କୋଇଲା (୧୦.୩%), ଚୂନପଥର (୧୦%), ବକ୍ସାଇଟ୍ (୯.୮%), ମାଙ୍ଗାନିଜ ୍ ଲୁହାପଥର (୭.୮%), ପ୍ରାକୃତିକ ଗ୍ୟାସ୍ (ୟୁ) (୫.୫%), ଲିଡ୍ ସାନ୍ସେଣ୍ଟ୍ରେଟ୍ (୫.୨%), ଲୁହାପଥର (୪.୩%), ଲିଗ୍ନାଇଟ୍ (୩.୬%), ଜିଙ୍କ ୍ କନ୍ସେଣ୍ଟ୍ରେଟ୍ (୧.୩%) ଏବଂ ପେଟ୍ରୋଲିୟମ (ଅଶୋଧିତ) (୦.୭ ପ୍ରତିଶତ)। ନକାରାତ୍ମକ ଅଭିବୃଦ୍ଧି ଦେଖାଉଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗୁଡ଼ିକ ମଧ୍ୟରେ ସୁନା (-୨୩.୪ ପ୍ରତିଶତ), କ୍ରୋମାଇଟ୍ (-୩୫.୨ ପ୍ରତିଶତ) ଏବଂ ଫସଫରାଇଟ (-୪୪.୪ ପ୍ରତିଶତ)।

ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ, ଆଭିମୁଖ୍ୟ ଲୋଡ଼ିଲେ ହାଇକୋର୍ଟ

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories