ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ, ଆଭିମୁଖ୍ୟ ଲୋଡ଼ିଲେ ହାଇକୋର୍ଟ

ଡେସ୍କ: ଅବକାରୀ ନୀତି ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାରି କରାଯାଇଥିବା ସମନକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆଭିମୁଖ୍ୟ ଲୋଡ଼ିଛନ୍ତି। ମନି ଲଣ୍ଡରିଂ ନିବାରଣ ଆଇନର କେତେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଥିବା ଆପ୍ ରାଷ୍ଟ୍ରୀୟ ଆବାହକଙ୍କ ଆବେଦନ ବିଚାରଯୋଗ୍ୟ ନୁହେଁ ବୋଲି ତଦନ୍ତକାରୀ ସଂସ୍ଥା ଦାବି କରିଛି। ବିଦେଶୀ ସ୍ବାମୀଙ୍କ ସହ ଦେଶୀ ଅବତାରରେ ରାମଲାଲାଙ୍କୁ ଦର୍ଶନ କଲେ ପ୍ରିୟଙ୍କା; ଲୋକେ … Continue reading ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ, ଆଭିମୁଖ୍ୟ ଲୋଡ଼ିଲେ ହାଇକୋର୍ଟ