ଭାରତର ନିରନ୍ତର ମାନବିକ ସହାୟତାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରଶଂସା

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ୍ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ଚାଲିଥିବା ରୁଷିଆ-ୟୁକ୍ରେନ୍ ସଂଘର୍ଷ ଉପରେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଭାରତର ଜନ-କେନ୍ଦ୍ରୀତ ଆଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଆଗକୁ ଯିବାର ବାଟ ଭାବରେ ଆଲୋଚନା ଓ କୂଟନୀତି ପାଇଁ ଆହ୍ୱାନ ଦେଇଥିଲେ। ପତି-ପତ୍ନୀଙ୍କ ଅଦ୍ଭୁତ କଳା: ୯ ବର୍ଷର … Continue reading ଭାରତର ନିରନ୍ତର ମାନବିକ ସହାୟତାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରଶଂସା