www.samajalive.in
Sunday, December 7, 2025
26.1 C
Bhubaneswar

ମଦ ବୋଝେଇ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ 

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ଜାତୀୟ ରାଜପଥ ବାଉଁଶୁଳୀ ଛକ ନିକଟରେ ଆଜି ବିଳମ୍ୱିତ ଏକ ଟ୍ରକ ଗୋଟିଏ ବଳଦକୁ ଧକ୍କା ଦେଇ ମାରିବା ପରେ ଗୋଟିଏ ବିଦେଶୀ ମଦ ବୋଝେଇ ପିକଅପ୍ କୁ  ମୁହାଁ ମୁହିଁ ଧକ୍କା ଦେଇ ଥିଲା। ଫଳରେ ମଦ ବୋଝେଇ ପିକ୍ଅପ ଭ୍ୟାନ୍ ଟି ରାଜପଥ  ଉପରେ ଓଲଟି ପଡ଼ିଥିଲା। ଏହାପରେ ରାଜପଥ ରେ ମଦ ବୋତଲ ଭାଙ୍ଗି ସମ୍ପୂର୍ଣ୍ଣ ରାଜପଥ ମଦ ମୟ ସହ ରାସ୍ତା ସାରା କାଚ ଭର୍ତି ହୋଇ ପଡ଼ିଥିଲା। ଦୁର୍ଘଟଣା ପରେ  ଲୋକେ ବଳକା ବିଦେଶୀ ମଦ ପେଟି କୁ ବୋହି ନେଇ ଯାଇଥିବା ବେଳେ   ଉଖୁଣ୍ଡା ବିଦେଶୀ ମଦ କାଉଣ୍ଟରକୁ ବିଦେଶୀ ମଦ ଆସୁଥିବା ସମୟ ରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ  କରିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories