www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୨ ଓ ୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କଲା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ

ଡେସ୍କ: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏହାର ପୁରସ୍କାର ଘୋଷଣା କରିଛି। ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ। ସଂସ୍କୃତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଆଦିବାସୀ କଳା, ପୁତୁଳି କଳା ଏବଂ ଆନୁଷଙ୍ଗିକ ଥିଏଟର ଭଳି କଳା କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଇଥାଏ।

କ୍ୟାନସର ଚିକିତ୍ସାରେ ସହାୟକ ହେବ ଏହି ଔଷଧ

- Advertisement -

ମନ୍ତ୍ରଣାଳୟ କହିଛି ଯେ ଏକାଡେମୀର ସାଧାରଣ ପରିଷଦ ସର୍ବସମ୍ମତି କ୍ରମେ ୬ ଜଣ ନୂତନ ଏକାଡେମୀ ଫେଲୋ ଅର୍ଥାତ୍ ଏକାଡେମୀ ରତ୍ନ ଚୟନ କରିଛନ୍ତି। ଏକାଡେମୀ ୨୦୨୨ ଓ ୨୦୨୩ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ୯୦ ଜଣ କଳାକାରଙ୍କୁ ଚୟନ କରିଛି। ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗତ ଦୁଇ ବର୍ଷ ଧରି ଉସ୍ତାଦ ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ୮୦ ଜଣ ଯୁବ କଳାକାରଙ୍କୁ ମନୋନୀତ କରାଯାଇଛି।

ସନ୍ଦେଶଖାଲି ଯିବେ ଶୁଭେନ୍ଦୁ ଅଧିକାରୀ, ଅନୁମତି ଦେଲେ ହାଇକୋର୍ଟ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories