ସନ୍ଦେଶଖାଲି ଯିବେ ଶୁଭେନ୍ଦୁ ଅଧିକାରୀ, ଅନୁମତି ଦେଲେ ହାଇକୋର୍ଟ
ଡେସ୍କ: କୋଲକାତା ହାଇକୋର୍ଟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କେତେକ ପୂର୍ବ ସର୍ତ୍ତ ସହ ପୁଣି ସନ୍ଦେଶଖାଲି ଯିବାକୁ ଅନୁମତି ଦେଇଛନ୍ତି। ଜଷ୍ଟିସ କୌଶିକ ଚନ୍ଦା ନିର୍ଦ୍ଦେଶ ଦେଇଛନ୍ତି ଯେ ଶୁଭେନ୍ଦୁ ଜେଲିଆଖାଲି ଗ୍ରାମ ପଞ୍ଚାୟତର ହଳଧର ପଡ଼ା ଯାଇପାରିବେ। ଶୁଭେନ୍ଦୁଙ୍କ ସହ ଆଉ ଜଣେ ବିଜେପି ବିଧାୟକ ଶଙ୍କର ଘୋଷ ମଧ୍ୟ ଉପସ୍ଥିତ ରହିବେ। ଜଷ୍ଟିସ କୌଶିକ ଚନ୍ଦା କହିଛନ୍ତି ଯେ ଶ୍ରୀ ଅଧିକାରୀଙ୍କୁ ସ୍ଥାନୀୟ ଥାନାରେ ବଣ୍ଡ ଦାଖଲ କରିବାକୁ ପଡିବ ଯେ … Continue reading ସନ୍ଦେଶଖାଲି ଯିବେ ଶୁଭେନ୍ଦୁ ଅଧିକାରୀ, ଅନୁମତି ଦେଲେ ହାଇକୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed