କ୍ୟାନସର ଚିକିତ୍ସାରେ ସହାୟକ ହେବ ଏହି ଔଷଧ

ମୁମ୍ବାଇ : ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟର ଡାକ୍ତରମାନେ ଏମିତି ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି ଯାହା କ୍ୟାନସରର ଚିକିତ୍ସାକୁ ସହଜ କରିପାରିବ । ମେଟାଷ୍ଟେଟିକ୍ କ୍ୟାନସରକୁ ୪ର୍ଥ ପର୍ଯ୍ୟାୟ କ୍ୟାନସର କୁହାଯାଏ ଯେଉଁଥିରେ କ୍ୟାନ୍ସରର କୋଶିକା ମୁଖ୍ୟ ସ୍ଥାନରୁ ଅଲଗା ହୋଇ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିଯାଏ । ଏହି ମେଟାଷ୍ଟେଟିକ୍ କ୍ୟାନସରର ଆଶଙ୍କାକୁ କମ୍ କରିବା ଦିଗରେ ଟାଟା ଇନଷ୍ଟିଚ୍ୟୁଟର ଡାକ୍ତରମାନେ ‘ନ୍ୟୁଟ୍ରାସ୍ୟୁଟିକଲ ଥେରାପୀ’ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ରେସଭେରଟ୍ରଲ ଓ କପର … Continue reading କ୍ୟାନସର ଚିକିତ୍ସାରେ ସହାୟକ ହେବ ଏହି ଔଷଧ