ବାଘ ଦାନ୍ତ ପାଇଁ ବିଧାୟକଙ୍କ ନାଁରେ ମାମଲା
ନୂଆଦିଲ୍ଲୀ: ବାଘ ଦାନ୍ତ ମାଳ କରି ବେକରେ ପିନ୍ଧିବା ବିଧାୟକଙ୍କୁ ମହଙ୍ଗା ପଡିଛି। ଏ ନେଇ ଶିବସେନା ବିଧାୟକ ସଞ୍ଜୟ ଗାଏକ୍ବାର୍ଡଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଅନୁସାରେ ସରକାର ମାମଲା ରୁଜ୍ଜୁ କରିଛନ୍ତି। ଏକ ଭିଡିଓ ଜାରି ବିଧାୟକ ବାଘ ଶିକାର କରିଥିବା କହିଥିଲେ। ବିଧାୟକ ବେକରେ ପିନ୍ଧିଥିବା ମାଳରେ ବାଘ ଦାନ୍ତ ସ୍ପଷ୍ଟ ହେବାରୁ ଏ ନେଇ ମାମଲା ରୁଜ୍ଜୁ ହୋଇଛି।
Comments are closed.