www.samajalive.in
Saturday, December 6, 2025
17.1 C
Bhubaneswar

ଖାତରୁ ଉଦ୍ଧାର କାର୍‌ରୁ ପୁଳା ପୁଳା ଗଞ୍ଜେଇ ଜବତ

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଘଟଣା ଘଟିଛି। ପାଣି ଭର୍ତ୍ତି ଥିବା ଏକ ଖାତରୁ ପୁଲିସ ଏକ କାର୍‌ ଉଦ୍ଧାର କରିଛି। ପୁଇଁତଳା ଭାଲେର ଗାଁ ନିକଟରେ ଥିବା ଏକ ଖାତରୁ କ୍ରେନ୍ ସାହାର୍ଯ୍ୟରେ କାର୍‌ଟିକୁ ଉଦ୍ଧାର କରାଯାଇଛି। କାର୍ ଭିତରେ ବସ୍ତା ବସ୍ତା ଗଞ୍ଜେଇ ଥିବା ସୂଚନା ମିଳିଛି। ତେବେ କାର୍‌ଟି କାହାର ଏବଂ ଏହା କିପରି ଖାତରେ ପଡିଲା , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories