www.samajalive.in
Saturday, December 6, 2025
16.1 C
Bhubaneswar

ୟାମାହା FZ-Xକୁ ନୂଆ ରଙ୍ଗରେ ଆଣିଲା କମ୍ପାନୀ, ପ୍ରଥମ ୧୦୦ ଜଣଙ୍କୁ ମିଳିବ ଉପହାର

ନୂଆଦିଲ୍ଲୀ : ୟାମାହା ଇଣ୍ଡିଆ ମୋଟର ନିଜ ଲୋକପ୍ରିୟ ମୋଟରସାଇକେଲ FZ-X ର ଏକ ନୂଆ ରଙ୍ଗ ବିକଳ୍ପ ନେଇଆସିଛି । କମ୍ପାନୀ ଏଫଜେଡ୍-ଏକ୍ସ ପାଇଁ ନୂଆ କ୍ରୋମ୍ କଲର ନେଇଆସିଛି । କହିରଖୁଛୁ ଏହି ମଡେଲ ପୂର୍ବରୁ ହିଁ ଭାରତୀୟ ଅଟୋ ବଜାରରେ ଉପଲବ୍ଧ ଏବଂ କମ୍ପାନୀ ଏବେ ଏହାକୁ ଆଉ ଏକ ନୂଆ ରଙ୍ଗରେ ଆଣିଛି । ଗ୍ରାହକଙ୍କୁ ଏହି ମୋଟର ସାଇକେଲ ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ନୂଆ କ୍ରୋମ୍ ରଙ୍ଗ ପ୍ରସ୍ତୁତ କରାଯାଇଛି । ଯଦି ଆପଣ ଏହି ଗାଡି କିଣିବାକୁ ଚାହୁଁଛନ୍ତି ତେବେ ପ୍ରଥମ ୧୦୦ ଜଣ ଗ୍ରାହକଙ୍କୁ ଏକ ଖାସ୍ ଗିଫ୍ଟ ମିଳିବା ନେଇ ପ୍ରତିଶ୍ରୁତି ଦେଇଛି କମ୍ପାନୀ ।

କମ୍ପାନୀ ଏହି ବାଇକକୁ ୧.୩୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ ସହିତ ଲଞ୍ଚ କରିଛି । ଏହା ବ୍ୟତୀତ ୧୦୦ ଅନଲାଇନ୍ ବୁକିଂ କରିଥିବା ଲୋକଙ୍କୁ କମ୍ପାନୀ ତରଫରୁ ଏକ ଖାସ୍ ଗିଫ୍ଟ ଦିଆଯିବ । ଏହି ବାଇକର ପ୍ରଥମ ୧୦୦ କ୍ରେତାଙ୍କୁ କ୍ୟାସିଓ ତରଫରୁ G-Shock ଘଡି ମିଳିବ ।

- Advertisement -

ବାଇକରେ ମିଳୁଥିବା ଫିଚର୍ସ କଥା କହିବା ତ ଏଥିରେ ୧୪୯ ସିସିର ଇଞ୍ଜିନ ମିଳେ । ଏଥିରେ ସିଙ୍ଗଲ ଚ୍ୟାନେଲ୍ ଏବିଏସ୍ ସହିତ ରିୟରରେ ମଧ୍ୟ ଡିସ୍କ ବ୍ରେକ୍ ମିଳେ । ଏଥିରେ ମଲ୍ଟି ଫଙ୍କସନ୍ ଏଲସିଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏଲଇଡି ହେଡଲାଇଟ୍ସ, ରିୟର ମଡଗାର୍ଡ ବ୍ଲୁଟୁଥ୍ କନେକ୍ଟିଭିଟିର ମଧ୍ୟ ସପୋର୍ଟ ମିଳିଥାଏ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories