www.samajalive.in
Saturday, December 6, 2025
16.1 C
Bhubaneswar

ଚଟପଟି ଦୋସା ; ସ୍ୱାସ୍ଥ୍ୟ ପାଇଁ ବି ଭଲ

ଆବଶ୍ୟକ ସାମଗ୍ରୀ
ଗହମ ଅଟା – ୧କପ
ଚାଉଳ ଗୁଣ୍ଡ – ୨କପ
ଖଟା ଦହି – ୧କପ
ଜିରା – ୧ଚାମଚ
କଞ୍ଚା ଲଙ୍କା – ୪ଟି କଟା ଯାଇଥିବା
ଲୁଣ – ଆବଶ୍ୟକ ସାମଗ୍ରୀ
ଭୁସଙ୍ଗପତ୍ର – ୫ ରୁ ୬ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟା ଓ ଚାଉଳ ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା, ଲୁଣ, ଦହି, ଭୁସଙ୍ଗପତ୍ର, ଜିରାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଭଲ ଭାବେ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ମିଶ୍ରଣକୁ ତାୱାରେ ପକାଇ ଗୋଲ୍‌‌ ଦୋସା ଆକୃତିର ପକାଇ ଚାରି ପଟେ ତେଲ ବୁଲାଇ ଦିଅନ୍ତୁ। ଏହାର ଉଭୟ ପଟ ଭଲ ଭାବେ ଓଲଟାଇ ତାୱାରେସେକି ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏହାକୁ ସାମ୍ବର ଓ ନଡିଆ ଚଟଣି ସହ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟି ଦୋସା ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories