www.samajalive.in
Saturday, December 13, 2025
27.1 C
Bhubaneswar

ଚିଲିରେ ଭୟଙ୍କର ବନାଗ୍ନୀ, ଗଲାଣି ୧୨୨ ଜୀବନ

ଡେସ୍କ: ଚିଲିର ଭାଲପାରାଇସୋ ଅଞ୍ଚଳରେ ବନାଗ୍ନୀ ଯୋଗୁ ଘରଦ୍ୱାର ଜଳି ନଷ୍ଟ ହୋଇଯିବା ଫଳରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗତ ସପ୍ତାହରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ପର୍ଯ୍ୟଟକ ମାନେ ସମୁଦ୍ର କୂଳରେ ଥିବା ଭିନା ଡେଲ୍ ମାର୍ ଏବଂ ଭାଲପାରାସୋ ସହରକୁ ଚାଲି ଯାଇଥିଲେ। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହାକାଶରୁ ଉପଗ୍ରହ ଦ୍ୱାରା ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ନିକଟବର୍ତ୍ତୀ ପାହାଡ଼ରେ ଜଳୁଥିବା ଜଙ୍ଗଲ ନିଆଁରୁ ୩ଟି ସହର ଧୂଆଁରେ ଆଚ୍ଛାଦିତ ହୋଇଛି। ପାଖାପାଖି ୧୫ ହଜାର ଘର କ୍ଷତିଗ୍ରସ୍ତ ହୋଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଗତ ଶୁକ୍ରବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories