www.samajalive.in
Tuesday, December 9, 2025
15.1 C
Bhubaneswar

ବରଫ ଭିତରେ ଫସିଛନ୍ତି ୨ କୁନି ରିପୋର୍ଟର ! ବଖାଣୁଛନ୍ତି କାଶ୍ମୀରର ସୌନ୍ଦର୍ଯ୍ୟ…

ନୂଆଦିଲ୍ଲୀ : କୁହାଯାଏ କି ଶୀତଦିନେ କାଶ୍ମୀରର ମନୋରମ ଦୃଶ୍ୟ ସ୍ୱର୍ଗଠୁ କମ୍‌ ନୁହେଁ । ଚାରିଆଡେ କେବଳ ବରଫ ଆଉ ବରଫ । ଆଉ ଏହି ବରଫର ମଜା ଲୁଟିବା ପାଇଁ କାହିଁ କେଉଁଆଡୁ ଲୋକେ ଛୁଟିଯାନ୍ତି ଭୂପୃଷ୍ଠର ସ୍ୱର୍ଗ କାଶ୍ମୀରକୁ । ଏବେ ସୋସିଆଲ ମିଡିଆରେ ଏହି ବରଫରେ ଖେଳୁଥିବା ୨ ପିଲାଙ୍କ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ପିଲାମାନେ କାଶ୍ମୀରର ସୌନ୍ଦର୍ଯ୍ୟକୁ ରିପୋର୍ଟର ଭଳି ବଖାଣୁଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ଉଦ୍ୟେଗପତି ଆନନ୍ଦ ମହିନ୍ଦ୍ରା ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ୧ ମିନିଟ୍‌ ୧୩ ସେକେଣ୍ଡର ଏହି କ୍ୟୁଟ୍‌ ଭିଡିଓକୁ ଖୁବ୍‌ ଭ୍ୟୁଜ୍‌ ମିଳିବା ସହ ଲାଇକ୍ସ ମିଳୁଛି । ଭିଡିଓରେ ରିପୋର୍ଟିଂ କରି ପିଲାମାନେ କାଶ୍ମୀରର ସୌନ୍ଦର୍ଯ୍ୟ ବଖାଣୁଛନ୍ତି । ସେମାନେ କହୁଛନ୍ତି କି ବହୁତ ମଜା ଆସୁଛି, ଥଣ୍ଡା ଲାଗୁଛି…

- Advertisement -

 

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଛନ୍ତି । ଭିଡିଓରେ ଅନେକ କମେଣ୍ଟ ମିଳିଛି ଏବଂ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories