www.samajalive.in
Sunday, December 14, 2025
17.1 C
Bhubaneswar

କମିଲା ସୁନା: ଜାଣନ୍ତୁ କେଉଁଠି କେତେ ରହିଛି ଦର

ନୂଆଦିଲ୍ଲୀ: କମିଲା ସୁନା ଦର । ଭାରତରେ ୨୨କ୍ୟାରେଟ୍‍ ୧୦ଗ୍ରାମ ସୁନାର ମୂଲ୍ୟ ୫୭,୮୫୦ଟଙ୍କା ରହିଛି । ଏହି ଦର ଗତ କିଛି ଦିନ ହେବ ରହିଆସିଛି । ଅର୍ଥାତ ସୁନା ଦର ଏବେ ସ୍ଥିର ରହିଛି । ୨୪କ୍ୟାରେଟର ୧୦ଗ୍ରାମ ସୁନାର ମୂଲ୍ୟ ହେଉଛି ୬୩,୧୦୦ ଟଙ୍କା । ଶନିବାର ଓ ରବିବାର ୨୪କ୍ୟାରେଟ ସୁନାର ଦାମ ସମାନ ରହିଥିଲା । ସୋମବାର ମଧ୍ୟ ଦର କମିବା ନେଇ ଆକଳନ କରାଯାଇଛି ।

ୟୁପିର ରାଜଧାନୀ ଲକ୍ଷ୍ନୌରେ ସୁନା ଦର ୧୦ଗ୍ରାମ ପିଛା ୨୨କ୍ୟାରେଟ ସୁନାର ମୂଲ୍ୟ ୫୭ହଜାର ୮୫୦ଟଙ୍କା ରହିଥିବା ବେଳେ ୨୪ଗ୍ରାମ ସୁନାର ୧୦ଗ୍ରାମ ପ୍ରତି ୬୩ହଜାର ୧୦୦ ଟଙ୍କା ରହିଛି ।

- Advertisement -

ଗାଜିଆବାଦରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୨କ୍ୟାରେଟ ସୁନର ମୂଲ୍ୟ ୫୭ହଜାର ୮୫୦ଟଙ୍କା ରହିଥିବା ବେଳେ ୨୪ଗ୍ରାମ ସୁନାର ୧୦ଗ୍ରାମ ମୂଲ୍ୟ ହେଉଛି ୬୩ହଜାର ୧୦୦ ଟଙ୍କା ।

ନୋଏଡାରେ ସୁନା ମୂଲ୍ୟ ୫୭,୮୫୦ ଟଙ୍କା (୨୨ କ୍ୟାରେଟ୍)
୬୩,୧୦୦ ଟଙ୍କା (୨୪ କ୍ୟାରେଟ୍)
ଆଗ୍ରାରେ ସୁନା ମୂଲ୍ୟ ୫୭,୮୫୦ ଟଙ୍କା (୨୨ କ୍ୟାରେଟ୍)
୬୩,୧୦୦ ଟଙ୍କା (୨୪ କ୍ୟାରେଟ୍)

ସେହିଭଳି ଲକ୍ଷ୍ନୌରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୭୬ହଜାର ୬୦୦ ଟଙ୍କା ରହିଛି । ଲଗାତାର ଦୁଇ ଦିନ ହେବ ଦର ସ୍ଥିର ରହିଛି ।

ସୁନାର ଶୁଦ୍ଧତା ଜାଣିବା କିପରି: ଆଇଏସଓ ହଲ୍‍ ମାର୍କକୁ ସୁନାର ଶୁଦ୍ଧତା ନିର୍ଣ୍ଣୟ କରେ । ୨୪କ୍ୟାରେଟ ସୁନା ଅଳଙ୍କାର ୯୯୯, ୨୩ କ୍ୟାରେଟ ୯୫୮, ୨୨କ୍ୟାରେଟ ୯୧୬, ୨୧ କ୍ୟାରେଟ ୮୭୫ ଏବଂ ୧୮ କ୍ୟାରେଟ ୭୫୦ ଭାବରେ ଲେଖାଯାଇଥାଏ । ପ୍ରାୟତ ସୁନା ୨୨କ୍ୟାରେଟ ଅଟେ, କିନ୍ତୁ କିଛଇ ଲୋକ ୧୮ କ୍ୟାରେଟ ମଧ୍ୟ କିଣିଥାନ୍ତି । ୨୪କ୍ୟାରେଟରୁ ଅଧିକ ସୁନା ଶୁଦ୍ଧ ବିବେଚନା କରାଯାଏ ନାହିଁ ।

ଲୋକମାନେ ହଲମାର୍କକୁ ଦେଖି ସୁନା କିଣିବା ଉଚିତ । ଗ୍ରାହକ ମାନେ ସୁନା କିଣିବା ବେଳେ ହଲମାର୍କ ମାର୍କ ପ୍ରଥମେ ଦେଖିବା ପରେ ସୁନା କିଣିବା ଦାରକାର ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories