ପଦ ଛାଡ଼ିଲେ ନୀତୀଶ କୁମାର
ପାଟନା: ବିହାରରେ ଗତ ତିନି ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହାମେଣ୍ଟ ଛାଡି ଏବେ ସେ ଏନଡିଏ ସହ ଯୋଡ଼ି ହୋଇଛନ୍ତି। ରବିବାର ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। କୁହାଯାଉଛି ଯେ, ସନ୍ଧ୍ୟାରେ ନୀତୀଶ କୁମାର ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।
Comments are closed.