www.samajalive.in
Sunday, December 7, 2025
26.1 C
Bhubaneswar

ମଙ୍ଗଳ ଗ୍ରହରେ ମିନି ହେଲିକପ୍ଟର ସହିତ ପୁଣି ସମ୍ପର୍କ ସ୍ଥାପନ କଲା ନାସା

ଡେସ୍କ: ମଙ୍ଗଳ ଗ୍ରହରେ ଏହାର କ୍ଷୁଦ୍ର ହେଲିକପ୍ଟର ସହିତ ନାସା ପୁନଃ ସମ୍ପର୍କ ସ୍ଥାପନ କରିଛି ବୋଲି ଆମେରିକାର ମହାକାଶ ସଂସ୍ଥା-ନାସା କହିଛି। ବହୁ ପ୍ରଚେଷ୍ଟା ପରେ ଏହା ସମ୍ଭବ ହୋଇପାରିଛି ବୋଲି ସଂସ୍ଥା କହିଛି। ପ୍ରାୟ ୧.୬ ଫୁଟ (୦.୫ ମିଟର) ଉଚ୍ଚତା ବିଶିଷ୍ଟ ଏକ ଡ୍ରୋନ୍, ରୋଭର ପର୍ସେଭେରାନ୍ସରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ଏବଂ ଅନ୍ୟ ଗ୍ରହରେ ସ୍ଵତଃସ୍ପୂର୍ତ ଭାବରେ ଉଡ଼ିଥିବା ପ୍ରଥମ ମୋଟର ଚାଳିତ ଯାନ ହୋଇଗଲା।

ହେଲିକପ୍ଟରରୁ ତଥ୍ୟ ପର୍ସେଭେରାନ୍ସ ମାଧ୍ୟମରେ ପୃଥିବୀକୁ ପଠାଯାଇଥାଏ, କିନ୍ତୁ ମଙ୍ଗଳବାର ଦିନ ଏକ ପରୀକ୍ଷଣ ସମୟରେ ଯୋଗାଯୋଗ ବିଛିନ୍ନ ହୋଇଥିଲା।

- Advertisement -

ଏହି ମିନି ରୋଟରକ୍ରାଫ୍ଟ, ଯାହାର ଓଜନ ମାତ୍ର ଚାରି ପାଉଣ୍ଡ (୧.୮ କିଲୋଗ୍ରାମ), ଲାଲ ଗ୍ରହରେ ୩୦ ଦିନ ମଧ୍ୟରେ ପାଞ୍ଚଟି ବିମାନ ଉଡ଼ାଣ କରିବାର ମୂଳ ଲକ୍ଷ୍ୟଠାରୁ ବହୁଗୁଣିତ ହୋଇଛି। ମୋଟ ଉପରେ, ଏହା ମାତ୍ର ୧୭ କିଲୋମିଟର ଅତିକ୍ରମ କରି ୨୪ ମିଟର ପର୍ଯ୍ୟନ୍ତ ଉଚ୍ଚତାରେ ପହଞ୍ଚିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories