ଦେଶରେ ଶିଳ୍ପ ଉତ୍ପାଦନ ୨.୪% ବୃଦ୍ଧି

ଡେସ୍କ: ୨୦୨୩ ନଭେମ୍ବରରେ ଦେଶରେ ଶିଳ୍ପ ଉତ୍ପାଦନ ୨.୪% ବୃଦ୍ଧି ପାଇଛି। ୨୦୨୨ର ସେହି ସମୟରେ ଏହି ହାର ୭.୬% ରେକର୍ଡ କରାଯାଇଥିଲା। ଜାତୀୟ ପରିସଂଖ୍ୟାନ ବିଭାଗ ତଥ୍ୟ ଅନୁଯାୟୀ, ୨୦୨୩ ନଭେମ୍ବରରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୧.୨% ଥିଲା। ଖଣି କ୍ଷେତ୍ରରେ ଉତ୍ପାଦନ ୬.୮% ବୃଦ୍ଧି ପାଇଥିବା ବେଳେ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହାର ୫.୮% ରେକର୍ଡ କରାଯାଇଛି।

Comments are closed.