www.samajalive.in
Sunday, December 14, 2025
19.1 C
Bhubaneswar

ସକାଳୁ ଖାଆନ୍ତୁ ଦହି ଚୂଡା, ମିଳିବ ଏହି ଫାଇଦା

ଡେସ୍କ: ସାଧାରଣତଃ କିଛି ଲୋକ ସକାଳୁ ଚୂଡା କଦଳୀ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଆପଣମାନେ ଜାଣନ୍ତି କି ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ। ଲୋକମାନେ ଜଳଖିଆ ହିସାବରେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏହାକୁ ଆପଣମାନେ ଖୁବ୍‌‌ କମ୍‌‌ ସମୟ ମଧ୍ୟରେ ପ୍ରସ୍ତୁତ କରି ଖାଇପାରିବେ। ଚୂଡା କଦଳୀ ସହ ଆପଣ ଦହି ଏବଂ ଗୁଡ ମଧ୍ୟ ମିଶାଇ ଖାଇପାରିବେ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ହଜମ ପ୍ରକ୍ରିୟାକୁ ବି ମଜବୁତ୍‌‌ କରେ। ଏଥିରେ ପ୍ରୋଟିନ୍‌‌, କ୍ୟାଲସିୟମ୍‌‌ ଏବଂ ଅନେକ ଭିଟାମିନ୍‌‌ ରହିଥାଏ, ଯାହା କୋଷ୍ଠ କାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ବି ମୁକ୍ତି ଦେଇଥାଏ। ଚୂଡାରେ ଅଧିକ ପରିମାଣର ଫାଇବର ରହିଥାଏ। ଯାହା ଆମ ଶରୀରକୁ ତତକ୍ଷଣାତ୍‌‌ ଶକ୍ତି ଯୋଗାଇଥାଏ। ଚୂଡା କଦଳୀ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମକୁ ଭୋକ ଲାଗିନଥାଏ। ଯାହାଫଳରେ, ଏହା ଆମ ଓଜନ ହ୍ରାସ କରିବାରେ ବି ସହାୟକ ହୁଏ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories