ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ସୁନ୍ଦରଗଡ଼: ପଡ଼ୋଶୀକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ରଞ୍ଜନ କାଲୁକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ସେସନ୍ସ ଜଜ। ୨୦୧୭ରୁ ଧୁରୁବାଡିହି ତଳସରା କଲୋନୀରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ବିଚାର କରି ସେସନ୍ସ ଜଜ ଆଜି ରାୟ ଶୁଣାଇଛନ୍ତି ଏବଂ ଦୋଷୀ ରଞ୍ଜନ କାଲୁକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି।
Comments are closed.