www.samajalive.in
Sunday, December 14, 2025
19.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡଙ୍ଗାବୁଡ଼ି ଭାଉଜ ମୃତ, ନଣନ୍ଦ ଉଦ୍ଧାର.. ଭାରସାମ୍ୟ ହରାଇ ଟାମ୍ପରା ହ୍ରଦରେ ବୁଡ଼ିଗଲା ଡଙ୍ଗା.. ନଣନ୍ଦ ଓ ଭାଉଜ କାଠ ଆଣିବା ପାଇଁ ଯିବାବେଳେ ଅଘଟଣ..

ବିଶ୍ବକପ୍‌: ଆଫଗାନିସ୍ତାନ ଆଗରେ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନେଦରଲାଣ୍ଡ୍‌ସ..

- Advertisement -

ତେଲଙ୍ଗାନା ବିଧାନସଭା ନିର୍ବାଚନ.. ପ୍ରାର୍ଥିପତ୍ର ଦାଖଲ ଆରମ୍ଭ..

ଲକ୍ଷ୍ମୀ ଯୋଜନାରେ ରାଜ୍ୟ ସରକାର କିଣିବେ ଆଉ ୧୨୨ଟି ବସ୍‌‌.. ପରିବହନ ବିଭାଗ ପକ୍ଷରୁ ୨୬୦ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର..

ବିଧାୟକ ବିଜୟଶଙ୍କର ଓ ସୋମାଲିକା ବିବାଦ ମାମଲା.. ସୋମାଲିକାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ..

ପୁଣି ବିବାଦରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ.. ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ..

୧୦ଲକ୍ଷର ବେଆଇନ ବାଣ ଜବତ, ୨ ଗିରଫ.. ଭଦ୍ରକ ଜିଲା କେନ୍ଦୁଆପଦା ଓ ଅନ୍ନପାଳ ଗାଁରେ ଗ୍ରାମାଞ୍ଚଳ ଥାନା ପୁଲିସର ଚଢ଼ାଉ..

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା.. ଗଜପତି ମହାରାଜଙ୍କ ସୂଚନା..

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା .. ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ କଲେ ଉଦଘାଟନ..

ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣାରେ ଚିକିତ୍ସାଧୀନ ଗୁରୁତର ଯୁବତୀଙ୍କ ମୃତ୍ୟୁ.. ଗତ ୩୧ ତାରିଖରେ ଘଟିଥିଲା ଦୁର୍ଘଟଣା.

ରେଭ୍‌ ପାର୍ଟିରେ ସାପ କାରବାର.. ‘ବିଗ୍‌ ବସ୍ ଓଟିଟି’ ବିଜେତା ଏଲ୍‌ଭିସ୍‌ ଯାଦବଙ୍କ ନାଁରେ ମାମଲା ରୁଜୁ.. ୫ ସହଯୋଗୀ ଗିରଫ.. ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଏଲ୍‌ଭିସ୍‌ ଯାଦବ..

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ..

ଭିଜିଲାନ୍ସ ଜାଲରେ ଧରାପଡିଲେ କଟକ ଜିଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ..

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories