www.samajalive.in
Sunday, December 7, 2025
23.1 C
Bhubaneswar

ନୂଆ ରୂପରେ ଆସିବ ‘ୟେ ହୈଁ ମୋହବତେଁ’

ମୁମ୍ବଇ : ଏକତା କପୁର ପ୍ରଯୋଜିତ ‘ୟେ ହୈଁ ମୋହବତେଁ’ କାର୍ଯ୍ୟକ୍ରମ କିଛି ମାସ ତଳେ ଦର୍ଶକଙ୍କର ଅନ୍ୟତମ ପ୍ରିୟ ଧାରାବାହିକ ଥିଲା। ତେବେ ପ୍ରସାରଣ ସମୟ ପରିବର୍ତ୍ତନ ସହ କାହାଣୀରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳିଥିଲା। ଗତ ୨ ମାସ ହେବ, ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇଛି। ନିଜର ଏଇ ବଡ଼ ବଜେଟ୍‌ର ଧାରାବାହିକର ପୁନଃ ଲୋକପ୍ରିୟତା ନିମନ୍ତେ ଏକତା ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ନିରାଶ ହେଲେଣି। ମିଳିଥିବା ଖବର ଅନୁସାରେ, ଜାନୁଆରୀରେ ଏଇ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ ହେବ। ପୁନଃ ଏକ ଲମ୍ବା ବିରତି ପରେ କାର୍ଯ୍ୟକ୍ରମ ନୂଆ କାହାଣୀ ସହ ପ୍ରସାରିତ ହେବ ବୋଲି ୟୁନିଟ୍ ତରଫରୁ କୁହାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories