www.samajalive.in
Monday, December 15, 2025
15.1 C
Bhubaneswar

କାମାକ୍ଷ୍ୟା ମନ୍ଦିରରେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା

ସମ୍ବଲପୁର: ସ୍ଥାନୀୟ ବୈଦାର ନୂଆପାଲି ସ୍ଥିତ ମାଁ କାମାକ୍ଷ୍ୟା ଦେବୀଙ୍କ ମନ୍ଦିରରେ ଗୁରୁବାର ନବଗ୍ରହ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ପଣ୍ଡିତ ଜୟଗୋପାଳସୁଆରଙ୍କ ତତ୍ୱାବଧାନରେ ଆୟୋଜିତ ପୂଜା, ହୋମ ଯଜ୍ଞ ଓ ବିଗ୍ରହ ପ୍ରତିଷ୍ଠାରେ ସୁଶାନ୍ତ କୁମାର ପତି ସହଯୋଗ କରିଥିଲେ । ଦିପକ ଭୂୟାଁ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ୩ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।  ଏହି ଧାର୍ମିକ କାର୍ଯ୍ୟକ୍ରମରେ ଲକ୍ଷ୍ମୀକାନ୍ତ ସାହୁ, ଘନଶ୍ୟାମ ସାହୁ, ସବ୍ୟସାଚୀ ସାହୁ, ଚିତ୍ତରଞ୍ଜନ ଦାସ, ଅଜୟ ବାରିକ, ନରହରି ବଢ଼େଇ, ଅନ୍ତର୍ଯ୍ୟାମୀ କୁଦେଇ, ଶିବ ମେହେର, ପ୍ରତାପ ବିଶ୍ୱାଳ, ଜଗଦିଶ ବିଶ୍ୱାଳ, ବୈଦାର ନୁଆପାଲିର ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ। ସନ୍ଧ୍ୟା ଆଳତି ପରେ ହଳଦୀ ସଙ୍କୀର୍ତ୍ତନ ଦଳ କୀର୍ତ୍ତନ ପରିବେଷଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories