www.samajalive.in
Saturday, December 6, 2025
17.1 C
Bhubaneswar

ଛୋଟ ଛୁଆଙ୍କୁ କଳା ଟିକା ଲଗାଇବାର କାରଣ

ଛୋଟ ଛୁଆଙ୍କୁ କଳା ଟିକା ଲଗାଯାଇଥାଏ। ଏହା ତାଙ୍କୁ ଖରାପ ଦୃଷ୍ଟିରୁ ବଞ୍ଚାଇ ଥାଏ। ଛୋଟ ଛୁଆଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ନ ପଡିବା ପାଇଁ ତାଙ୍କୁ କଳା ଟିକା ଲଗାଯାଏ। ଛୁଆମାନଙ୍କୁ କଳା ରଙ୍ଗର ସୂତା ମଧ୍ୟ ବନ୍ଧା ଯାଇଥାଏ।

ଛୋଟ ଛୁଆମାନଙ୍କୁ କଳା ଟିକା ଲଗାଇବାର ବୈଜ୍ଞାନିକ କାରଣ ରହିଛି। କୁହାଯାଇଛି ଯେ, କଳା ରଙ୍ଗ ପ୍ରତ୍ୟେକ ବସ୍ତୁରୁ ବିକିରଣ ଅବଶୋଷିତ କରିବାର କ୍ଷମତା ରଖିଥାଏ। କଳା ଟିକା ଲଗାଇବା ଦ୍ବାରା ପିଲାଙ୍କ ଶରୀରରେ ପଡୁଥିବା ଖରାପ ଶକ୍ତିର ପ୍ରଭାବ କମାଇ ଦେଇଥାଏ। ଏହି କାରଣରୁ ଛୋଟ ପିଲାମାନଙ୍କୁ କଳା ଟିକା ଲଗାଯାଇଥାଏ। ଖରାପ ଲୋକଙ୍କ ଦୃଷ୍ଟିରୁ ଛୋଟ ଛୁଆଙ୍କୁ ରକ୍ଷା କରିଥାଏ।

- Advertisement -

ଛୋଟ ଛୁଆଙ୍କୁ ଖରାପ ନଜରରୁ ବଞ୍ଚାଇବା ପାଇଁ ଅନେକ ଉପାୟ କୁହାଯାଇଛି। ସାଧାରଣତଃ ଛୋଟ ଛୁଆାମାନେ ସୁନ୍ଦର ଦେଖାଯାଆନ୍ତି। ସେମାନଙ୍କୁ ନଜର ଲାଗିବା ମାତ୍ରେ ତାଙ୍କ ଦେହ ଖରାପ ହୋଇ ଯାଇଥାଏ। ଯାହାଦ୍ବାରା ସେମାନେ ଖାଇବା ପିଇବା ବନ୍ଦ କରି ଦେଇଥାନ୍ତି। ତେଣୁ ସର୍ବଦା ଛୁଆଙ୍କୁ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ କଳା ଟିକା ଓ କଳା ସୂତା ବାନ୍ଧିବା ଉଚିତ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories