ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡରେ ବୁଧବାର ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୬ ରେକର୍ଡ କରାଯାଇଛି। ଭୂକମ୍ପରେ କାହାର କ୍ଷତି ହୋଇ ନଥିବା ନେଇ ସୂଚନା ମିଳିଛି। ଅନ୍ୟ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ।
ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୪ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ ଦ୍ୱୀପରେ ଏହି ଭୂକମ୍ପ ଅନୁଭବ ହୋଇଛି। ପ୍ରାୟ ୧୪,୦୦୦ ଲୋକେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପର ଝଟକା ଅନୁଭବ
Popular Categories



