www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ – ରହସ୍ୟମୟୀ ଆଲୋକ ଭୂମିକମ୍ପ ପୂର୍ବରୁ ମୋରକ୍କୋ ଆକାଶରେ କେମିତି ଦେଖାଦେଇଥିଲା

ମୋରକ୍କୋ- ମୋରକ୍କୋରେ ଭୂମିକମ୍ପ ହୋଇ ୨,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ଏହି ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନ ଜୀବନ ନଷ୍ଟ ହୋଇଛି । ଭୂମିକମ୍ପର ଭିଜୁଆଲ୍ ଏବେ ବିଭିନ୍ନ ସୋସିଆଲ୍‌ ମିଡିଆରେ ଦେଖିବା ପାଇଁ ମିଳୁଛି ।

ଭୂମିରମ୍ପରେ ବିଭିନ୍ନ ଘର ତାସ ପତା ପରି ଭୁଶୁଡି ପଡିଛି । ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖିବା ପାଇଁ ମିଳିଛି । ଠିକ୍‌ ଭୂମିକମ୍ପ ପୂର୍ବରୁ ମୋରକ୍କୋ ଆକାଶରେ ଏକ ରହସ୍ୟମୟୀ ଆଲୋକ ଦେଖା ଯାଇଥିଲା ।ଯାହା ବିଭିନ୍ନ ଘରର ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

- Advertisement -

ଭୂମିକମ୍ପ ଠିକ୍‌ ପୂର୍ବରୁ ଆକାଶ ନୀଳରଙ୍କ ଆଲୋକ ଦେଖାଦେଇଥିଲା । ଏହି ରହସ୍ୟମୟୀ ଆଲୋକ ଭୂମିକମ୍ପର ଠିକ୍‌ ପୂର୍ବରୁ ଦେଖାଦେଇଥିଲା । ଅନେକ ଉଚ୍ଚ ପର୍ଯ୍ୟନ୍ତି ଏହି ଉଜ୍ୱୋଳ ଆଲୋକ ଦେଖା ଦେଇଥିଲା । ଆକାଶରେ ଆଲୋକର ବିସ୍ଫୋରଣ ଯେମିତି ହେଉଥିଲା ।

ତୁର୍କୀରେ ଭୂମିକମ୍ପ ପୂର୍ବରୁ ବି ଏମିତି ରହସ୍ୟମୟୀ ଆଲୋକ ଦେଖାଦେଇଥିଲା । ଚୀନ୍‌ ଏବଂ ଜାପାନରେ ମଧ୍ୟ ଭୂମିକମ୍ପ ପୂର୍ବରୁ ଏମିତି ଚମକ ଦେଖାଯାଇଥାଏ । ମାତ୍ର କଅଣ ପାଇଁ ଏପରି ରହସ୍ୟମୟୀ ଆଲୋକ ଦେଖାଯାଏ ତାହା ଜଣାପଡି ନାହିଁ।

Also read –  ସୌଭାଗ୍ୟ ଆଣିଥାଏ ସିନ୍ଦୁର 

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories