ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନ୍ଦୋଳନ ମାସେ ସ୍ଥଗିତ

ଭୁବନେଶ୍ବର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନ୍ଦୋଳନ ମାସେ ସ୍ଥଗିତ। ମାସେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ରାଜ୍ୟ ସଭାପତିଙ୍କ ସୂଚନା। ଯାଜପୁରରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସୁରେଶ କରଙ୍କ ସୂଚନା। ମନ୍ତ୍ରୀସ୍ତରୀୟ କମିଟି ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି। ମାସେ ମଧ୍ୟରେ ଦାବି ପୂରଣ ନ ହେଲେ ପରିବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

Comments are closed.