www.samajalive.in
Monday, December 15, 2025
27.1 C
Bhubaneswar

ୟୁରୋପରେ ବ୍ୟାପୁଛି ଇଜି.୫ କରୋନା ଭୁତାଣୁର ପ୍ରକରଣ

ଲଣ୍ଡନ- ୟୁରୋପରେ ଏବେ ଇଜି.୫ କରୋନା ଭୁତାଣୁର ପ୍ରକୋପ ଦେଖିବା ପାଇଁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶର ଟେଡ୍ରୋସ ଆଧାନୋମ ଘେବ୍ରେୟେସୁସ୍‌ ଏହା ଉପରେ ନଜର ରଖାଯାଇଥିବା କଥା କହିଛନ୍ତି ।

ଏହା କେତେ ସଂକ୍ରାମକ ସେ ବିଷରେ ଅନୁଧ୍ୟାନ କରାଯାଉଥିବା ଟେଡ୍ରୋସ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଭୁତାଣୁକୁ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଇଜି.୫ କରୋନା ଭୁତାଣୁ ଯୋଗୁଁ ସଂକ୍ରମଣ ବଢିବାର ଆଶଙ୍କା ପ୍ରକାଶ ପାଇଛି ।

- Advertisement -

ଏହା ଏକ ନୂଆ ପ୍ରକରଣ ଭୁତାଣୁ । ଟିକା ଏହା ଉପରେ କେତେ ପ୍ରଭାବୀ ତାହାର ଅନୁଧ୍ୟାନ କରାଯାଉଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories