ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଯଯାତି କେଶରୀ ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସାଯୋଜନା କ୍ରମେ କୁନି ବୈଜ୍ଞାନିକ ଅନ୍ୱେଷଣ ପାଇଁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚତୁର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇ ଥିଲା। କିଶୋର ବର୍ଗରେ ୭୬ ଟି, ବାଳ ବର୍ଗରେ ୯୨ଟି ଓ ଶିଶୁ ବର୍ଗରେ ୧୬୮ଟି ମୋଟ ୩୨୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
Popular Categories



