www.samajalive.in
Monday, December 15, 2025
16.1 C
Bhubaneswar

 ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ : ଜେଲ୍ ହାଜତକୁ ଗଲେ ବାପ-ପୁଅ 

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲାର କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ବୈଜାପାଲି ଗ୍ରାମର ଜନୈକ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ନିସ୍ତୁକ ମାଡ ଦେଇ ବାପ-ପୁଅ ଗିରଫ ହୋଇ ଜେଲ୍ ହାଜତକୁ ଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ।
ସୂଚନା ଅନୁଯାୟୀ ବୈଜାପାଲି ଗ୍ରାମର ଖୁଜାର ମାଝି(୫୫)ନାମକ ଜନୈକ ମହିଳା ପାଣି ନେବା ପାଇଁ ଯାଇଥିବା ସମୟରେ ତାଙ୍କୁ ଡାହାଣୀ ବୋଲି ଗାଳିଗୁଲଜ କରି ଗଣେଶ ଖର୍ସେଲ(୫୩)‌‌‌ଏବଂ ତାଙ୍କ ପୁଅ ବିମଳ ଖର୍ସେଲ(୨୨) ନିସ୍ତୁକ ମାଡ ମାରିଥିଲେ ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏସଂକ୍ରାନ୍ତ ରେ ପୀଡିତା ଖୁଜାର ମାଝି ଲଇଡା ଫାଣ୍ଡିରେ ଅଭିଯୋଗ କଲା ପରେ ଫାଣ୍ଡି ଅଧିକାରୀ ଯୋଗେଶ୍ବର କିସାନ ଘଟଣାର ତଦନ୍ତ କରିଥିଲେ। କତରବଗା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଏଥିରେ ସଂପୃକ୍ତ ଥିବା ଗଣେଶ ଓ ବିମଳଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories