www.samajalive.in
Sunday, December 14, 2025
19.1 C
Bhubaneswar

ବନ୍ୟାଜଳରେ ଫସିଗଲେ ଗୋରୁ ଚରାଳି,୨ ଜଣ ବ୍ୟକ୍ତି, ୩୦ ମେଣ୍ଢା ଉଦ୍ଧାର

ବଡ଼ମ୍ବ। : ମହାନଦୀରେ ବନ୍ୟାଜଳ ପ୍ରବାହିତ ନେଇ ଏକ ଅଦ୍ଭାବନୀୟ ଘଟଣା ନଜରକୁ ଆସିଛି । ଘଟଣାରୁ ପ୍ରକାଶ ମେଣ୍ଢ।, ଗୋରୁ ଗାଈ ଚ଼ରିବାକୁ ନେଇ ଯାଇଥିବା ବଡ଼ମ୍ବା ଶଖାଁମେରୀ ଗ୍ରାମର ୩ ଜଣ ବ୍ୟକ୍ତି ବନ୍ୟାଜଳରେ ମହାନଦୀର ଏକ ଟାପୁରେ ଫସି ଯାଇଥିଲେ । ଖବର ପ୍ରାଇ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର  ଜିଲା ପ୍ରଶାସନକୁ ଖବର ଦେବାରେ ବଡ଼ମ୍ବା ଓ କଳାପଥର ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ନିୟୋଜିତ ହୋଇଥିଲେ । ଅନ୍ଧାର ସତ୍ଵେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବିଧାୟକ ଶ୍ରୀ ମିଶ୍ର, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଭ୍ୟ ରବିନ୍ଦ୍ର ସାହୁ,ସରପଞ୍ଚ ପ୍ରତିନିଧୂ ମାନସ ମୁଦୁଲି ନିଖୋଜ ଜଣେ ବ୍ୟକ୍ତି ଓ ଗୋରୁ ଗାଈଙ୍କ ସୁରକ୍ଷିତ ଉଦ୍ଧ।ର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରଖିଥିବା ଜଣାଯାଇଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories