www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

‘ବିପର୍ଯ୍ୟୟ’ ପରିଚାଳନା ପାଇଁ ୮ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ..

ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ.. ଷ୍ଟିମ୍‌ ପାଇପ୍‌ ଲାଇନ ଫାଟି ୧୯ କର୍ମଚାରୀ ଗୁରୁତର..

- Advertisement -

ବାନ୍ଧବୀ ପାଇଁ ୨ଟି ବାରରେ ଗଣ୍ଡଗୋଳ.. ୧୦ ଗିରଫ.. ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୨ଟି ବାରରେ ଗଣ୍ଡଗୋଳ..

ମହାରାଷ୍ଟ୍ରର ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଲା ରାଜପଥ.. ୪ ମୃତ, ୩ ଆହତ..

ରାଜଧାନୀ ଦିଲ୍ଲୀ ସହ ଉତ୍ତର ଭାରତରରେ ଭୂକମ୍ପ ଝଟକା .. ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ଚଣ୍ଡିଗଡ .. ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୪ ରେକର୍ଡ..

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି .. ମହଙ୍ଗା ଭତ୍ତା ୪% ବୃଦ୍ଧି..

ଗୁଜରାଟ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’ ; ସ୍ଥଳଭାଗ ସ୍ପର୍ଶ କରିବା ପୂର୍ବରୁ ତାଣ୍ଡବ.. ବର୍ଷାରେ କାନ୍ଥ ପଡି ୨ ଶିଶୁ ଓ ଗଛ ପଡି ମହିଳା ମୃତ.. ଅନେକ ଆହତ.. ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଜଖୌ ବନ୍ଦର ପାଖରେ ସ୍ଥଳଭାଗ ଛୁଇଁବା ସମ୍ଭାବନା.. ସୌରାଷ୍ଟ୍ର ଓ କଚ୍ଛରେ ବେଶୀ ପ୍ରଭାବ ପଡିବା ନେଇ ଆଶଙ୍କା.. ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ପ୍ରଶାସନର ତତ୍ପରତା..

ଆସନ୍ତାକାଲି ପହିଲି ରଜ.. ଆଜି ସଜବାଜ.. ଘରେ ଘରେ ଚାଲିଛି ପୂର୍ବ ପ୍ରସ୍ତୁତି..

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଶେଷ ସମନ୍ବୟ ବୈଠକ..

ପ୍ରଧାନମନ୍ତ୍ରୀଙ୍କ ରୋଜଗାର ମେଳା.. ୭୦ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ.. ଭର୍ଚୁଆଲ ଯୋଗେ ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ..

ବାହାନଗା ଟ୍ରେନ୍‌‌ ଦୁର୍ଘଟଣା.. କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ.. ମୃତକ ଜଣକ ବିହାରର ହୋଇଥିବା ସୂଚନା.. ଟ୍ରେନ୍‌‌ ଦୁର୍ଘଟଣା ପରଠାରୁ ଏସସିବି ଆଇସିୟୁରେ ଥିଲେ.. ଏସସିବିରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା..

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories